27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶୟେଦିୟୁରପ୍ପାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ୟେଦିୟୁରପ୍ପାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । ନିକଟରେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସି ଏଜେନ୍ସି (ଆଇବି) ପକ୍ଷରୁ ଆଲର୍ଟ ଜାରୀ କରାଯିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । କର୍ଣ୍ଣାଟକରେ ସକ୍ରିୟ କଟ୍ଟରପନ୍ଥୀ ଗ୍ରୁପ୍ ଦ୍ୱାରା ସମ୍ଭାବିତ ବିପଦକୁ ଦୃଷ୍ଟିରୁ ନିକଟରେ ଆଇବି ତାଙ୍କ ସୁରକ୍ଷାର ଆକଳନ କରିଥିଲା । ଆଇବି ରିପୋର୍ଟରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରାଯିବା ସହ ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା । ଏହାପରେ ୟେଦିୟୁରପ୍ପାଙ୍କ ସୁରକ୍ଷା ବୃଦ୍ଧି ପାଇଁ ନିର୍ଣ୍ଣୟ ନିଆଯାଇଛି ।

ଦ୍ରାବିଡଙ୍କ ସ୍ଥାନ ନେଇପାରନ୍ତି ଲକ୍ଷ୍ମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking