27.1 C
Bhubaneswar
Sunday, October 20, 2024
Homeଓଡିଶାପାଣ୍ଡିଆନଙ୍କ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ - ପ୍ରଫୁଲ୍ଲ

ପାଣ୍ଡିଆନଙ୍କ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ – ପ୍ରଫୁଲ୍ଲ

ଭୁବନେଶ୍ୱର : ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି କହିଲେ ପ୍ରଫୁଲ୍ଲ ସାମଲ । ପାଣ୍ଡିଆନଙ୍କ ଭିଆରଏସ୍ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ । ଓଡିଶାର ବିକାଶ ପାଇଁ ତାଙ୍କର ଫୁଲ ଟାଇମ ଆବଶ୍ୟକତା ଥିଲା । ଏବେ ବିକାଶ କାମରେ ସେ ଅଧିକ ସମୟ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସହାୟତା ଯୋଗାଇ ପାରିବେ । ସେଥିପଇଁ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ ବୋଲି କହିଛନ୍ତି ପ୍ରଫୁଲ ।

ବାକି ଦମ୍ପତିଙ୍କ ପରି କଳିଝଗଡ଼ା ଲାଗନ୍ତି ଦୀପିକା- ରଣବୀର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking