18.1 C
Bhubaneswar
Friday, December 27, 2024
Homeଓଡିଶାରାଜ୍ୟରେ ବଢ଼ିବ ଥଣ୍ଡା

ରାଜ୍ୟରେ ବଢ଼ିବ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା। ୫ ଦିନରେ ୩ ଡିଗ୍ରୀ ଯାଏ ତଳମୁହାଁ ହେବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କମୁଥିବାରୁ ଥଣ୍ଡା ବଢିବ। ଏପଟେ ଦାରିଙ୍ଗବାଡିରେ ଅନୁଭୂତ ହେଲାଣି ପହିଲି ଶୀତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା । ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ୧୬ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking