26.1 C
Bhubaneswar
Sunday, October 6, 2024
Homeଓଡିଶାବିଜେଡି ପାଖରେ ଉତ୍ତର ନାହିଁ, ନେତାଙ୍କୁ ପାଗଳ କହୁଛନ୍ତି: ଅପରାଜିତା

ବିଜେଡି ପାଖରେ ଉତ୍ତର ନାହିଁ, ନେତାଙ୍କୁ ପାଗଳ କହୁଛନ୍ତି: ଅପରାଜିତା

ଭୁବନେଶ୍ୱର: କାହିକି ଚୁପ ବିଜେଡି । ରହସ୍ୟମୟୀ ମହିଳାଙ୍କୁ ନେଇ ଉତ୍ତର ଦେଇପାରୁନି ଦଳ । ଆଉ ନେତାଙ୍କୁ ପାଗଳ କହୁଛି , ଏମିତି କହି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ନେତାଙ୍କୁ ପାଗଳ କହୁଛନ୍ତି। ମହିଳାଙ୍କୁ ନେଇ ବିଜେଡିର ଅସମ୍ଭବ ନୀରବତାକୁ ନେଇ ଝଡ ଦେଖାଦେଇଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନ କରି ସରକାରଙ୍କୁ ଟାଣିଲେ ଅପରାଜିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking