28.1 C
Bhubaneswar
Friday, October 18, 2024
Homeଓଡିଶା ଗଣଦୁଷ୍କର୍ମ ମାମଲା: ସିଲ୍ ହେବ ହୋଟେଲ୍ !

 ଗଣଦୁଷ୍କର୍ମ ମାମଲା: ସିଲ୍ ହେବ ହୋଟେଲ୍ !

ବାଲେଶ୍ୱର: ହୋଟେଲରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଘଟଣା ଘଟିଥିବା ଚାନ୍ଦିପୁର ଥାନା ଅଂଚଳର ହୋଟେଲରେ ରେଡ୍ ଲାଗିଥିବା ସୂଚନା ରହିଛି । ସମ୍ପୃକ୍ତ ହୋଟେଲର ମ୍ୟାନେଜରଙ୍କୁ ଗିରଫ କଲା ସଦର ପୋଲିସ । ହୋଟେଲକୁ ସିଲ୍ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ କଣଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ ହୋଇଥିଲେ ।

ଆସୁଛି ଆଉ ଏକ ଲଘୁଚାପ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking