27.1 C
Bhubaneswar
Saturday, October 19, 2024
Homeଓଡିଶା୨ ନେତା ବିଜେଡିରୁ ବହିଷ୍କୃତ

୨ ନେତା ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର: ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ଓ ଏସଡିସି ସଦସ୍ୟ ଜାଲେନ ନାଏକ ବିଜେଡିରୁ ବହିଷ୍କୃତ ହୋଇଥିବା ସୄଚନା ମିଳିଛି । ଦଳବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking