ଭୁବନେଶ୍ୱର: ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁ୍୍ତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅସୁସ୍ଥ ଶାନ୍ତିଲତା ଭୁବନେଶ୍ୱରର ଘରୋି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଗୁରୁତର ଅସୁସ୍ଥ ନେଇ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା ।