30.1 C
Bhubaneswar
Friday, September 20, 2024
Homeଓଡିଶାଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ

ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ

ରେଢାଖୋଲ: ୨୦ ଘଣ୍ଟା ହେଲାଣି ଘରେ ପଡିରହିଛି ମୃତଦେହ । ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ । ଡାକ୍ତର ମୃତ ଘୋଷଣା କରିବା ସତ୍ୱେ ଅନ୍ତିମ ସଂସ୍କାର କରୁନାହାନ୍ତି । ରେଢାଖୋଲ ଥାନା ଏନଏସି ୪ ନମ୍ବର ୱାର୍ଡରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଡୋଶୀଙ୍କ ବିରୋଧରେ ଆଣିଲେ ଗୁଣିଗାରେଡି ଅଭିଯୋଗ । ସୂଚନା ମୁତାବକ, କିଛି ଦିନ ହେବ ଯୁବକ ଅସୁସ୍ଥ ଥିଲେ ଆଉ ପରେ ଗତକାଲି ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking