29.1 C
Bhubaneswar
Tuesday, October 22, 2024
Homeଓଡିଶାବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଯୁବକ

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଯୁବକ

ଭୁବନେଶ୍ୱର: କାଳ ହେଲା ବିଶ୍ୱକର୍ମା ଭସାଣ । ବିଶ୍ୱକର୍ମା ଭସାଣ ବେଳେ ଘଟିଛି ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ କୁଆଖାଇ ନଦୀରେ ଭାସିଗଲେ ଜଣେ ଯୁବକ । ନିଖୋଜ ଯୁବକ ଜଣକ ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ପ୍ରଫୁଲ୍ଲ ବିଶ୍ୱାଳ ।

ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ । ଆଜି ପୁଣି ଖୋଜାଖୋଜି କରିବ ଅଗ୍ନିଶମ ବାହିନୀ । ପ୍ରଫୁଲ୍ଲ ପାଇପ୍ ମିସ୍ତ୍ରୀ ଭାବରେ କାମ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking