19.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଏଣିକି ଗଣମାଧ୍ୟମରେ ସମ୍ପ୍ରସାରଣ ହୋଇପାରିବନି ବେଟିଙ୍ଗ ପ୍ଲାଟଫର୍ମ

ଏଣିକି ଗଣମାଧ୍ୟମରେ ସମ୍ପ୍ରସାରଣ ହୋଇପାରିବନି ବେଟିଙ୍ଗ ପ୍ଲାଟଫର୍ମ

ବେଟିଙ୍ଗ ପ୍ଲାଟଫର୍ମ ଉପରେ ଲାଗିଲା ପ୍ରତିବନ୍ଧକ। ଏଣିକି ଗଣମାଧ୍ୟମରେ ସମ୍ପ୍ରସାରଣ ହୋଇପାରିଵନି ବେଟିଙ୍ଗ ପ୍ଲାଟଫର୍ମ। ପ୍ରଚାର ପ୍ରସାର ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର। ଅନଲାଇନ ଗେମ ପରେ ଏଵେ ଅନଲାଇନ ଵେଟିଙ୍ଗ ପ୍ଲାଟଫର୍ମ ଗୁଡିକ ଉପରେ କେନ୍ଦ୍ର ପ୍ରତିଵନ୍ଧ ଲଗାଇଛି। ଗଣମାଧ୍ୟମ ସଂସ୍ଥାଗୁଡିକୁ ଵେଟିଙ୍ଗ ପ୍ଲାଟଫର୍ମ ଗୁଡିକର ପ୍ରଚାର ପ୍ରସାର ନ କରିଵାକୁ ସୂଚନା ଜାରି ହୋଇଛି । ଏଣିକି ଵେଟିଙ୍ଗ ପ୍ଲାଟଫର୍ମ ଗୁଡିକ ପାଇଁ ଵିଜ୍ଞାପନ ପ୍ରସାରଣ କଲେ ଵର୍ତ୍ତିଵେନି ଗଣମାଧ୍ୟମ ସଂସ୍ଥା। ଖଵର କାଗଜ ଵିଜ୍ଞପନ, ଟିଭି କିମ୍ଵା ସୋସିଆଲ ମିଡିଆ ଵିଜ୍ଞାପନ କୈାଣସି ଵି ମାଧ୍ୟମରେ ଵେଟିଙ୍ଗ ପ୍ଲାଟଫର୍ମ ଗୁଡିକର ପ୍ରଚାର ପ୍ରସାର କରିପାରିଵେନି ଗଣମାଧ୍ୟମ। ଵେଟିଙ୍ଗ ପ୍ଲାଟଫର୍ମ ଗୁଡିକର ଚେର ଦିନକୁ ଦିନ ପ୍ରସସ୍ତ ହେଵା ସହ ଵିଜ୍ଞାପନ ମାଧ୍ୟମରେ ସାଧାରଣ ଲୋକ ଠକାମିର ଶୀକାର ହେଉଥିଵା କାରଣରୁ  କେନ୍ଦ୍ର ସୂଚନା ଏଵଂ ପ୍ରସାରଣ ମନ୍ତ୍ରଣାଳୟ ଏହାର ଵିଜ୍ଞାପନ ଉପରେ ରୋକ ଲଗାଇଛି। ଯାହା ଦ୍ୱାରା ଅନେକ ଲାଭ ହୋଇପାରିବ। ଏହି ବେଟିଙ୍ଗ ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକେ ଠକାମୀର ଶିକାର ହେଉଥିଲେ। ସେଥିରେ ଏବେ ରୋକ ଲାଗିପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking