ଯାଜପୁର: ବିଦ୍ୟୁତ ଆଘାତରେ ୨ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ବିହାରର ବୋଲି ଜଣାପଡିଛି।