ଭୁବନେଶ୍ୱର : ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି | ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଜ୍ଞପ୍ତି ଅନୁସାରେ , ଜ୍ୟୋତିପ୍ରକାଶ ଦାସ ହେଉଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି | ବୋର୍ଡ ସଭାପତି ଭବେ ଅତିରିକ୍ତ ଦାଇତ୍ୱ ତୁଲାଇବେ ଜ୍ୟୋତିପ୍ରକାଶ | ବୋର୍ଡ ସଭାପତି ରମାଶିଷ ହାଜରା ହେଲ ପ୍ରଣୀ ସମ୍ପଦ ନିର୍ଦେଶକ | ବିଜ୍ଞାନ ଓ ବୈଷୟିକ ବିଭାଗ ଯୁଗ୍ମ ସଚିବ ହେଲେ ୟେଦୁଲା ବିଜୟ |