28.1 C
Bhubaneswar
Monday, October 28, 2024
Homeଓଡିଶାନବ ଦାସ ହତ୍ୟା ମାମଲା: ଆଜି ଗୋପାଳ ବିରୋଧରେ ହୋଇପାରେ ଚାର୍ଜଫ୍ରେମ୍

ନବ ଦାସ ହତ୍ୟା ମାମଲା: ଆଜି ଗୋପାଳ ବିରୋଧରେ ହୋଇପାରେ ଚାର୍ଜଫ୍ରେମ୍

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାରେ ଆଜି ଗୋପାଳ ବିରୋଧରେ ହୋଇପାରେ ଚାର୍ଜଫ୍ରେମ୍। ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଚାର୍ଜ ଫ୍ରେମ ଦାଖଲ କରାଯିବ। ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ତାକୁ ଚୌଦ୍ବାର ଜେଲରୁ ଝାରସୁଗୁଡା ଅଣାଯିବ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍ କୋର୍ଟରେ ମେ ୨୬ ତାରିଖରେ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ। ଗୋପାଳ ନାଁରେ ଆଜି ଚାର୍ଜ ଫ୍ରେମ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ଜାନୁଆରୀ ୨୯ ତାରିଖରେ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking