18.1 C
Bhubaneswar
Tuesday, November 26, 2024
Homeଓଡିଶାଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନ...

ଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନ କୁମାର ଶତପଥୀ

ବୌଦ୍ଧ: ଭିଜିଲାନ୍ସ ଜାଲରେ ଅନୁଗୁଳ କିଆକଟା ଥାନା ଏଏସଆଇ । ଏଏସଆଇ ନବୀନ କୁମାର ଶତପଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି । ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା । ବୌଦ୍ଧ ବସଷ୍ଟାଣ୍ଡରୁ ଭିଜିଲାନ୍ସ ଧରିଛି । ପାରିବାରିକ କେସକୁ ରଫାଦଫା କରିବା ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ ।

ବୁଧବାର ବନକଲାଗି ପାଇଁ ପୁଣିଥରେ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking