ନିଆଳି: କୁଳଶ୍ରୀ ବ୍ରିଜରୁ ଦେବୀ ନଦୀକୁ ଡେଇଁ ବୃଦ୍ଧ ନିଖୋଜ । ପୋଲିସ ଓ ଓଡ୍ରାଫ ଟିମର ଖୋଜାଖୋଜି ଜାରି ରଖିଛି । ବ୍ରିଜ ଉପରେ ଥୁଆ ହୋଇଛି ବୃଦ୍ଧଙ୍କ ଚପଲ,ସାର୍ଟ ଓ ଗାମୁଛା । ନିଖୋଜ ବୃଦ୍ଧ ଜଣଙ୍କ କୁଳଶ୍ରୀ ଗାଁର ଗଦାଧର ଜେନା ସୂଚନା ।