28.1 C
Bhubaneswar
Friday, September 20, 2024
Homeଓଡିଶାସରକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ସରକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଏ.ଇ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ତ୍ର କୋର୍ଟଙ୍କ ଦଣ୍ଡାଦେଶ । ୨୦୧୯ରେ ଜେଇ ଥିବାବେଳେ ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ସୌର ପାନୀୟ ଜଳ ପ୍ରକଳ୍ପର ଚୂଡାନ୍ତ ବିଲ୍ ପାଇଁ ଲାଞ୍ଚ ନେଉଥିଲେ ।

ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ଏସପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking