24.1 C
Bhubaneswar
Sunday, October 20, 2024
Homeଅପରାଧଭାଇରାଲ ଭିଡିଓର ଆଉ ୧୪ ଅଭିଯୁକ୍ତ ଚିହ୍ନଟ

ଭାଇରାଲ ଭିଡିଓର ଆଉ ୧୪ ଅଭିଯୁକ୍ତ ଚିହ୍ନଟ

ଇମ୍ଫାଲ: ମେ’ ୪ରେ କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ ଅବସ୍ଥାରେ ରାସ୍ତାରେ ପରେଡ୍ କରାଉଥିବା ଭିଡିଓକୁ ନେଇ ସ୍ଥିତି ବର୍ତ୍ତମାନ ଜଟିଳ ହୋଇପଡିଛି । ପୁଲିସ ଇତିମଧ୍ୟରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଥିବାବେଳେ ଭିଡିଓ ଅନୁଧ୍ୟାନ କରି ଆଉ ୧୪ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡିଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ୨୬ ସେକେଣ୍ଡର ଏହି ଭିଡିଓ ଜୁଲାଇ ୧୯ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ସଂସଦର ମୌସୁମୀ ଅଧିବେଶନ ବେଶ ସରଗରମ ହୋଇଉଠିଛି । ବିରୋଧୀ ଦଳଗୁଡିକ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହକାର୍ଯ୍ୟ ଅଚଳ କରୁଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking