34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲୋକଙ୍କ ଉପରେ ମାଡ଼ିଗଲା ମିନିଟ୍ରକ୍‌, ୩ ମୃତ

ଲୋକଙ୍କ ଉପରେ ମାଡ଼ିଗଲା ମିନିଟ୍ରକ୍‌, ୩ ମୃତ

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ରବିବାର ରାତିରେ ଗୋଟିଏ ଦ୍ରୁତଗାମୀ ମିନିଟ୍ରକ୍ ଲୋକଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅନ୍ୟ ତିନିଜଣଙ୍କୁ ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଆଇସକ୍ରିମ ବିକ୍ରେତା ଓ ଜଣେ ଫଳ ଦୋକାନୀ ଅନ୍ତର୍ଭୁକ୍ତ । ପୁଲିସ ମିନିଟ୍ରକ୍‌ର ନିଶାଗ୍ରସ୍ତ ଡ୍ରାଇଭରକୁ ଗିରଫ କରିଥିବାବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking