26.1 C
Bhubaneswar
Friday, September 20, 2024
Homeଓଡିଶାସହର ଭିତରେ ଜଙ୍ଗଲୀ ହାତୀ : ଭାଙ୍ଗିଲା ପାଚେରି, ସ୍ଥାନୀୟ ଲୋକ ଭୟଭୀତ

ସହର ଭିତରେ ଜଙ୍ଗଲୀ ହାତୀ : ଭାଙ୍ଗିଲା ପାଚେରି, ସ୍ଥାନୀୟ ଲୋକ ଭୟଭୀତ

ଭୁବନେଶ୍ୱର: ସହରରେ ଜଙ୍ଗଲୀ ହାତୀ । ଭୟରେ ଲୋକେ । ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରେ ଥିବା କଲୋନୀରେ ବୁଲୁଛି ହାତୀ । ରାତିରେ ଘର ବାହାରେ ହାତୀ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । କଲୋନୀରେ ହାତୀ ପଶି ୨ଟି ପାଚେରୀ ଭାଙ୍ଗି ଦେଇଛି । କଲୋନୀରେ ହାତୀ ବୁଲୁଥିବାରୁ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ହାତୀ ଆସିଥିବା ସ୍ଥାନୀୟ ଲୋକ କହିଛନ୍ତି ।

ପ୍ରେମିକକୁ ଦେଖିବା ପାଇଁ ଏମିତି କାମ କଲା ପ୍ରେମିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking