ଭୁବନେଶ୍ୱର: ୫ଟି ସଚିବଙ୍କ ସମ୍ବଲପୁର ଗ୍ରସ୍ତ ପୂର୍ବରୁ ବିଧାୟକ ନାଉରୀ ନାୟକଙ୍କ ଟାର୍ଗେଟ । ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି ୫ଟି ସଚିବ,ଦୃଢ ବିରୋଧ କରୁଛୁ ବୋଲି କହିଛନ୍ତି ବିଧାୟକ ନାଉରୀ । ରାଜ୍ୟରେ ଅମଲାତାନ୍ତ୍ରୀକ ବ୍ୟବସ୍ଥା ସବୁ ସୀମା ଉଲଘଂନ କରିସାରିଛି । ଜଣେ ଅଣଓଡିଆ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖିଛନ୍ତି । ଶାସନ ବ୍ୟବସ୍ଥାକୁ ଦଳିଚକଟି ରାଜକୋଶ ଲୁଟି ଚାଲିଛନ୍ତି ।
ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ,କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ