ମହାନଦୀ ଜଳ ବିବାଦ ମାମଲା: ୪ ସପ୍ତାହ ସମୟ ମାଗିଲା ଓଡିଶା । ମହାନଦୀ ଟ୍ର୍ୟବ୍ୟୁନାଲଙ୍କୁ ୪ ସପ୍ତାହ ସମୟ ମାଗିଲା ଓଡିଶା । କମନ ଇନଫର୍ମେସନ ଫର୍ମାଟ ଦାଖଲ ପାଇଁ ସମୟ ମାଗିଲା । ଅଗଷ୍ଟ ୧୨ ତାରିଖରେ ମାମଲାରେ ପରବର୍ତ୍ତି ଶୁଣାଣି ହେବ ବୋଲି ଜଣାପଡିଛି ।