ଭୁବନେଶ୍ୱର: ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲୁ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ ଏନବିଡବ୍ଲୁ ଜାରୀ କରାଯାଇଛି । ଡିଏଫ୍ଓ ସଂଗ୍ରାମ ବେହେରା,ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏନବିଏବ୍ଲୁ । ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରୀକଲେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ ନିର୍ଦ୍ଧେଶ ଦିଆଯାଇଛି । ମାମଲା ଖାରଜ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ ।