31.1 C
Bhubaneswar
Tuesday, October 22, 2024
Homeଓଡିଶାପୂର୍ବତନ ଡିଏସ୍‌ଡବ୍ଲୁଓ ଗିରଫ

ପୂର୍ବତନ ଡିଏସ୍‌ଡବ୍ଲୁଓ ଗିରଫ

ଭଦ୍ରକ: ଭଦ୍ରକର ପୂର୍ବତନ ଡିଏସ୍‌ଡବ୍ଲୁଓ ଜୟନ୍ତି ବେହେରା ଗିରଫ । ୧୪୫%ରୁ ଅଧିକ ଆୟ ବହିର୍ଭୁ୍‌ତ ସଂପତ୍ତି ଠାବ ପରେ ଗିରଫ । କାଲି ଜୟନ୍ତି ବେହେରାଙ୍କ ଅମାପ ସଂପତ୍ତ ଠାବ କରିଥିଲା ଭିଜିଲାନ୍ତ୍ର । ୩ଟି ବଡ କୋଠା,୨ଟି ପ୍ଲାଟ,୮ଟି ପ୍ଲଟ,ଗାଡି ଗହଣା ଠାବ ହୋଇଥିଲା । ୧ କୋଟି ୬୧ ଲକ୍ଷର ଜମା,ଗୋଟିଏ କାର ମଧ୍ୟ ଠାବ ହୋଇଥିଲା ।

ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking