30.1 C
Bhubaneswar
Monday, October 21, 2024
Homeଓଡିଶାଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା

ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପୀ ସଭାପତି ଜେପି ନଡ୍ଡା ଉଦ୍‌ବୋଧନ ଦେବା ସମୟରେ ଓଡିଶାକୁ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ ଜେନି ନଡ୍ଡା । ସଭାରେ କଡା ସମାଲୋଚନା କଲେ ଜେପି ନଡ୍ଡା । ଓଡିଶାକୁ ଚଳାଉଛି କିଏ ,ନେତା କିଏ ଏ ପର୍ଯ୍ୟନ୍ତ କାହାକୁ ଜଣାନାହିଁ । ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜେପି ନଡ୍ଡା । ବିଜେଡି ଏମ୍ପି,ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ ସରକାର । କିଏ ଶାସନ ଚଳାଉଛନ୍ତି ଆପଣ ଜାଣିଛନ୍ତି,ମୁଁ ବି ଜାଣିଛି । ନବୀନ ବାବୁ ଚଳାଉ ନାହାନ୍ତି,କିଏ ଚଳାଉଛନ୍ତି ସମସ୍ତେ ଜାଣିଛନ୍ତି । ଆପଣ ଭୋଟ ଜଶକୁ ଦେବେ ଶାସନ ଆଉ ଜଣେ କରିବେ, ଏଭଳି ସରକାର ଆମର ଦରକାର କି ବୋଲି ପ୍ରଶ୍ନ କରିଥିଲେ ନଡ୍ଡା । ସମୟ ଆସିଜାଇଛି ଆମେ ଆମ ସରକାର ନିଜେ ଗଡିବା ବୋଲି ଉଦ୍‌ବୋଧନ ଦେଇ କହିଥିଲେ ଜେପି ନଡ୍ଡା ।

ଆବାସ କେଳେଙ୍କାରୀର ତଦନ୍ତ ହେଉ : ନଡ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking