17.1 C
Bhubaneswar
Friday, December 27, 2024
Homeଓଡିଶାଡ୍ରାଇଭରଙ୍କ ମୃତ୍ୟୁ ହେଲେ ୪ ଲକ୍ଷ

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୪ ଲକ୍ଷ

ଭୁବନେଶ୍ୱର: ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ । ଡ୍ରାଇଭର,କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା । ଦୁର୍ଘଟଣାରେ ସ୍ଥାୟୀ ଅକ୍ଷମତା ହେଲେ ମିଳିବ ଦେଢଲକ୍ଷ ଟଙ୍କା । ଅତି ଗଭୀର ଆଘାତ ହେଲେ ୮୦ ହଜାର ଟଙ୍କା ମିଳିବ ।

ସୂତା ଦୋକାନୀଙ୍କ ଘରୁ ଟଙ୍କା ଓ ସୁନା ଲୁଟ୍‌; ଦୋକାନ ମାଲିକ, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାନ୍ଧିପକାଇଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking