ଭୁବନେଶ୍ୱର: ବିଦ୍ୟୁତ ବିଭ୍ରାନ୍ତ ନେଇ ସରକାରଙ୍କୁ ବିଜେପି ନେତା ପୃଥ୍ୱୀରାଜଙ୍କ ଟାର୍ଗେଟ । ବିଦ୍ୟୁତ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ । ଟାଟା ପାୱାର ପାଖରେ ରାଜ୍ୟ ସରକାରଙ୍କ ମୁଣ୍ଡ ବିକିଲା ପରି ସ୍ଥିତି ହୋଇଛି । କୋଟିଏ ପଟେ ବଳକା ବିଦ୍ୟୁତ ରାଜ୍ୟ କହି ମନ ଇଚ୍ଛା କାଟୁଛନ୍ତି । ବର୍ଷା ଝଡ ହେଲେ ତ ଅଲଗା କଥା କିଛି ନଥାଇ ବିଜୂଳି କାଟୁଛନ୍ତି । ଏନେଇ ଶକ୍ତିମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଉଛନ୍ତି ଦୁର୍ଭାଗ୍ୟଜନକ ।