24.1 C
Bhubaneswar
Thursday, November 14, 2024
Homeଓଡିଶାଟ୍ରେନ ଟ୍ରାଜେଡି: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

ଟ୍ରେନ ଟ୍ରାଜେଡି: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ମଧ୍ୟରୁ ମୋଟ ୧୯୭ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍‌ଚାର୍ଜ କରାଯାଇ ସାରିଲାଣି। ତେବେ ଆଇସିୟୁରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୧୭ ଜଣ ବିଭିନ୍ନ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଏସ୍‌ସିବିରେ ଭର୍ତ୍ତି ୧୯୭ ଆହତଙ୍କ ମଧ୍ୟରୁ ପ୍ରଥମେ ୬ ଜଣଙ୍କ ପରିଚୟ ମିଳିପାରି ନଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଛି ବୋଲି ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking