27.1 C
Bhubaneswar
Saturday, October 19, 2024
Homeଓଡିଶାସାଙ୍ଗକୁ ମାରିଦେଲା ସାଙ୍ଗ

ସାଙ୍ଗକୁ ମାରିଦେଲା ସାଙ୍ଗ

ଭୁବନେଶ୍ୱର: ସାଙ୍ଗକୁ ପିଟିପିଟି ସାଙ୍ଗ ହତ୍ୟା କରିବା ଅଭିଯୋଗ ଖବର ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ବାହାଦଲପୁରରେ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଲୁହା ରଡ୍‌, ପ୍ଲାଷ୍ଟିକ ପାଇପ୍‌ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଭୟ ସଫେଇ ଗାଡି ଡ୍ରାଇଭର ସୂଚନା ଦେଇଛନ୍ତି । ଏଥିପାଇଁ ଅଭିଯୁକ୍ତ ଜଣକ ଥାନାରେ ଅଟକ ରହିଛନ୍ତି ।

ଠକ ତାନ୍ତ୍ରିକ କୈଫ୍ ନାଁରେ ଆଉ ଏକ ମାମଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking