32.1 C
Bhubaneswar
Friday, October 18, 2024
Homeଓଡିଶାଚିଟ୍‌ଫଣ୍ଡ ସଂସ୍ଥାର ସଂପତ୍ତି ଫ୍ରିଜ୍‌

ଚିଟ୍‌ଫଣ୍ଡ ସଂସ୍ଥାର ସଂପତ୍ତି ଫ୍ରିଜ୍‌

ବାଲେଶ୍ୱର: ସାଇ ଗାୟତ୍ରୀ ସ୍କାଇକ୍ରାପର ଇଣ୍ଡିଆ ଲିମିଟେଡ ସଂପତ୍ତି ଫ୍ରିଜ୍ । ୪ଟି ଆକାଉଣ୍ଟକୁ ଫ୍ରିଜ୍ ପାଇଁ ବାଲେଶ୍ୱର ଓପିଆଇଡି କୋର୍ଟଙ୍କ ନିଦ୍ଧେଶ । ସଂସ୍ଥା ଓ ସଂସ୍ଥାର ନିର୍ଦ୍ଧେଶଙ୍କ ନାଁରେ ଥିବା ଜମି ମଧ୍ୟ ଫ୍ରିଜ୍ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୫ ଏକର ୩୬ ଡିସିମିଲ୍ ଜମି ଫ୍ରିଜ୍ ।

ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking