ଫୁଲବାଣୀ: ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ୧୭ ଲକ୍ଷ ୫୦ ହଜାର ଟଙ୍କା । ପଲସରରେ ଦୁଇ ଲୁଟେରା ଆସି ଆକ୍ସିକ ବ୍ୟାଙ୍କ ପାଖରୁ ଝାମ୍ପିନେଲେ । ଗୁମାସ୍ତା ସହ ଜମା ପାଇଁ ବାଇକ୍ରେ ଆସୁଥିଲେ ସଂପୃକ୍ତ ବ୍ୟବସାୟୀ ।