ଭୁବନେଶ୍ୱର: କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ । ବୈଠକ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆକ୍ଟିଭ କେସ୍ ମଧ୍ୟରୁ କେବଳ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛିନ୍ତି । ଏଥିପାଇଁ ସର୍ଭେଲାନ୍ସ ଚାଲିଛି ସେଥିପାଇଁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଠାରେ ଲକ୍ଷଣ ରହିଛି ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ ।