ଭୁବନେଶ୍ୱର:ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍ ୧୦ ଆହାତ । ଏନ୍ଏଚ୍ ୪୯ ବାଙ୍ଗିରିପୋଷି ଘାଟି ନିକଟରେ ଦୁର୍ଘଟଣା । ରାଇରଙ୍ଗପୁରରୁ ୫୦ ଯାତ୍ରୀଙ୍କୁ ନେଇ ବାରିପଦା ଆସୁଥିଲା ବସ୍ । ୧୦ ଆହାତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା