27.1 C
Bhubaneswar
Sunday, September 29, 2024
Homeଓଡିଶା୮୫ ଲକ୍ଷ ଚୂନ ଲଗାଇଲା ବଣିଆ

୮୫ ଲକ୍ଷ ଚୂନ ଲଗାଇଲା ବଣିଆ

ଭୁବନେଶ୍ୱର: କାରସାଦି କରି ବ୍ୟାଙ୍କ ବଣିଆର ୮୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ନୟାଗଡ ଜିଲ୍ଲା ଶରଣକୁଳ ଶିଖରପୁର କାନାରା ବ୍ୟାଙ୍କରୁ ଠକେଇ । ବ୍ୟାଙ୍କରେ ସ୍ୱିକୃତି ପ୍ରାପ୍ତ ବଣିଆ ନାଁରେ ଥାନାରେ ଅଭିଯୋଗ ହୋଇଛି ।ବିଭିନ୍ନ ଲୋକଙ୍କ ନାଁରେ ନକଲି ସୁନା ବନ୍ଧକ ରଖି ଠକୁଥିବା ଅଭିଯୋଗ ହୋଇଛି । ବନ୍ଧକ ସୁନା ନିଜେ ଚିହ୍ନଟ କରୁଥିବା ସୁଯୋଗରେ ଠକେଇ । ନକଲି ସୁନା ଦେଇ ୨୧ଜଣଙ୍କ ନାଁରେ ୮୫ ଲକ୍ଷ ଟଙ୍କା ଋଣ ନିଆଯାଇଛି । ବ୍ୟାଙ୍କ ଅଡିଟରୁ ସୁନା ନକଲି ଜଣାପଡିବା ପରେ ଖୋଳତାଡ ଆରମ୍ଭ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking