ନରସିଂହପୁର : ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ । ସେହିପରି ଆଉ ଏକ ଘଟଣା ସମ୍ନାକୁ ଆସିଛି । ନରସିଂହପୁର ଥାନା ଅର୍ନ୍ତଗତ ନିମସାହି ଗ୍ରାମର ଦଳିତସାହିରେ ଗତ ୧୪ଦିନ ତଳେ ବିବାହ କରିଥିବା ଜୈନିକା ମହିଳାଙ୍କ ମୃତ ଦେହକୁ ମଙ୍ଗଳବାର ନରସିଂହପୁର ପୁଲିସ ଜବତ କରଛି । ଏହି ଘଟଣାକୁ ନେଇ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।