19.1 C
Bhubaneswar
Friday, December 27, 2024
Homeଓଡିଶାବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ୍‌

ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ୍‌

ନୀଳଗିରି: ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ୍ । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବାର ସୂଚନା । ଜାମନା ଛକ ସ୍ଥିତ କିଓସ୍କ ବ୍ୟାଙ୍କରେ କଳାକନା ବୁଲାଇଲେ ଦୁର୍ବୃତ୍ତ ।ବ୍ୟାଙ୍କ ପାଖରେ ଥିବା ଏକ ଏଟିଏମକୁ ମଧ୍ୟ ଭାଙ୍ଗି ସେଥବରୁ ଟଙ୍କା ଲୁଟ କରି ନେଇଯାଇଛନ୍ତି ଦୁବୃତ୍ତ । ୨ଟି ବାଇକରେ ୫ ଦୁବୃତ୍ତ ଆସି ଲୁଟି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିବା ସୂଚନା ।

ଭୁଲ୍ ଇଞ୍ଜେକସନରୁ ଯୁବତୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking