33.1 C
Bhubaneswar
Saturday, October 5, 2024
Homeଓଡିଶାପଦ୍ମପୁରରେ ପ୍ରଚାର କରୁଛନ୍ତି ଅପରାଜିତା

ପଦ୍ମପୁରରେ ପ୍ରଚାର କରୁଛନ୍ତି ଅପରାଜିତା

ଭୁନେଶ୍ୱର: ପଦ୍ମପୁରରେ ପ୍ରଚାର କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଉଁରିଆରେ କଲେ ପ୍ରଚାର । ସାଂସଦ ସୁରେଶ ପୁଜାରୀ, ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ।  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଛନ୍ତି ଅପରାଜିତା । ପଦ୍ମପୁରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚାର ।

ଚୀନ୍‌ର ସବୁଠାରୁ ବଡ ଆଇଫୋନ୍‌ ତିଆରି କରାଯାଉଥିବା ପ୍ଲାଣ୍ଟରୁ ପଳାଇଲେ ସମସ୍ତ କର୍ମଚାରୀ : ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking