ବ୍ୟୁରୋ: ଏଏସ୍ଓ ପରୀକ୍ଷାକୁ ନେଇ ହାଇ କୋର୍ଟଙ୍କ ବଡ଼ ରାୟ । ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲାଗାଇଲେ ହାଇକୋର୍ଟ । ତେବେ କମ୍ପ୍ୟୁଟର ପ୍ରେଫିସିଏନ୍ସି ଟେଷ୍ଟ ଜାରି ରଖିବାକୁ ନର୍ଦ୍ଦେଶ । କମ୍ପ୍ୟୁଟର ଟେଷ୍ଟ କଲେବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ।କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ କରିପାରିବେନି ଓପିଏସ୍ସି ।