33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶତାମିଲନାଡୁର ୧୫ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ତଟରକ୍ଷୀ ବାହିନୀ

ତାମିଲନାଡୁର ୧୫ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ତଟରକ୍ଷୀ ବାହିନୀ

ଚେନ୍ନାଇ: ପୁଣି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା। ଶନିବାର ୧୫ ଜଣ ତାମିଲନାଡୁ ମତ୍ସ୍ୟଜୀବୀଙ୍କ ଗିରଫ କରିଛି ଶ୍ରୀଲଙ୍କା ତଟରକ୍ଷୀ ବାହିନୀ। ଏହି ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଗିରଫ ସହିତ ଦୁଇଟି ବୋଟ ମଧ୍ୟ ଜବତ କରିଛି ଶ୍ରୀଲଙ୍କା। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୨୫୦୦ ମତ୍ସ୍ୟଜୀବୀ ୪୦୦ ମଟର ବୋଟ୍‌ରେ ବସି ମାଛ ମାରିବାକୁ ଯାଇଥିଲେ।

ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking