30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସେପ୍ଟେମ୍ବର-ଅକ୍ଟୋବର ରିପୋର୍ଟ: ସାମସଙ୍ଗ୍ ବିକିଛି ୧୪ ହଜାର କୋଟିର ମୋବାଇଲ

ସେପ୍ଟେମ୍ବର-ଅକ୍ଟୋବର ରିପୋର୍ଟ: ସାମସଙ୍ଗ୍ ବିକିଛି ୧୪ ହଜାର କୋଟିର ମୋବାଇଲ

ମୁମ୍ବାଇ: ଗତ ସେପ୍ଟେମ୍ବର-ଅକ୍ଟୋବରରେ ସାମସଙ୍ଗ୍ କମ୍ପାନୀ ପ୍ରାୟ ୧୪,୪୦୦ କୋଟି ଟଙ୍କାର ମୋବାଇଲ ଫୋନ୍ ବିକ୍ରି କରିଥିବା ଜଣାପଡିଛି । ପାର୍ବଣ ଋତୁ ଏବଂ ଦେଶରେ ୫ଜି ସେବାର ପ୍ରଚଳନ ଯୋଗୁଁ ମୋବାଇଲ ବିକ୍ରିରେ ଏଭଳି ବୃଦ୍ଧି ଘଟିଥିବା କୁହାଯାଇଛି ।

ପୁନଶ୍ଚ ଭାରତରେ ସେମିକଣ୍ଡକ୍ଟର ଯେଗାଣ ବ୍ୟବସ୍ଥା ସହଜ ହେବାଫଳରେ ମୋବାଇଲ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ଏବଂ ଏହା ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁଲଭ ମୂଲ୍ୟରେ ମୋବାଇଲ ଫୋନ୍ ନିର୍ମାଣ କରିପାରିଛି ବୋଲି ସାମସଙ୍ଗ୍ ଇଣ୍ଡିଆର ମାର୍କେଟିଂ ହେଡ୍ ଆଦିତ୍ୟ ବାବର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking