32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ‘ୱାନ୍ ୱେବ୍‌’ର ୩୬ ସାଟେଲାଇଟ୍ ପଠାଇବ ଇସ୍ରୋ

‘ୱାନ୍ ୱେବ୍‌’ର ୩୬ ସାଟେଲାଇଟ୍ ପଠାଇବ ଇସ୍ରୋ

ବେଙ୍ଗାଲୁରୁ : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ବ୍ରିଟେନ୍‌ର ସଞ୍ଚାର ନେଟ୍‌ୱାର୍କ ‘ୱାନ୍ ୱେବ୍‌’ର ୩୬ଟି ସାଟେଲାଇଟ୍‌କୁ ନିଜର ସବୁଠୁ ଓଜନିଆ ରକେଟ୍ ଜିଏସ୍‌ଏଲ୍‌ଭି-ଏମ୍‌କେ ୩ ଜରିଆରେ ଶୂନ୍ୟକୁ ପଠାଇବ ।

ଏହା ଇସ୍ରୋର ସମ୍ପୂର୍ଣ୍ଣ ଭାବେ କମର୍ସିଆଲ୍ ମିଶନ୍ ହେବ । ଏହି ଲଞ୍ଚିଙ୍ଗ୍ କାର୍ଯ୍ୟକ୍ରମ ଅକ୍ଟୋବର ୨୨ ତାରିଖରେ ଶ୍ରୀହରିକୋଟାରେ କରାଯିବ । ଇସ୍ରୋର କର୍ମସିଆଲ୍ ବିଭାଗ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଏହି ସାଟେଲାଇନ୍ ଲଞ୍ଚ୍ ପାଇଁ ୱାନ୍ ୱେବ୍ ସହ ସର୍ଭିସ୍ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି । ଏହି ସୂଚନା ଏନ୍‌ଏସ୍‌ଆଇଏଲ୍ ଚେୟାର୍‌ମ୍ୟାନ୍ ଏବଂ ଏମ୍‌ଡି ରାଧାକୃଷ୍ଣନ୍ ଡି ଦେଇଛନ୍ତି ।

ଭିଆରଏସ୍ ନେବେ ଆଇପିଏସ୍ ପ୍ରଦୀପ କାପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking