କଟକ : ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଟେନସନ୍ ମାମଲା । ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ । ସମୟ ସୀମ ବୃଦ୍ଧି କରି ହେବ କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ଭିତ୍ତିଭୂମି ନ ଥାଇ ଡେଡଲାଇନ କିଭଳି ବୋଲି ପଚାରିଲେ ହାଇକୋର୍ଟ । ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ । ସରକାର ଭଇତ୍ତିଭୂମି ନ କରି ଡେଡଲାଇନ ଦେଇଥିବା ଜଣାଇଥିଲେ । ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଲେ କୋର୍ଟ । ଆସନ୍ତା ୩୦ ତାରିଖରେ ମାମଲର ପରବର୍ତ୍ତୀ ଶୁଣାଣି ।