41.1 C
Bhubaneswar
Tuesday, April 30, 2024
Homeଓଡିଶାବର୍ଷାରେ ଭିଜିବ ପୂଜା !

ବର୍ଷାରେ ଭିଜିବ ପୂଜା !

ଭୁବନେଶ୍ୱର : ଦୁର୍ଗା ପୂଜାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ର ସୂଚନା । ଅକ୍ଟୋବର ୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସଗରରେ ସୃଷ୍ଟି ହେବ । ୨ ଓ ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଘୂର୍ଣ୍ଣବଳୟ ଟି ଲଘୁଚାପର ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଆଗାମୀ ୩ ଦିନ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଉପକୂଳ ସମେତ ୨୦ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ।

ଅକ୍ଟୋବର ପହିଲାରୁ ବଢିବ ବର୍ଷା: ଏହି ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking