ଭୁବନେଶ୍ୱର : ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି କହିଲେ ପ୍ରଭାତୀ । ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ସାଂଘାତିକ ଅଭିଯୋଗ । ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ତାଙ୍କୁ ତଦନ୍ତ ରପିସରଭୁକ୍ତ କରାଯାଉ । ଧର୍ମେନ୍ଦ୍ରଙ୍କ ପାରିବାରିକ ଝଗଡାର କେନ୍ଦ୍ରବିନ୍ଦୁ ଥିଲେ ଗଣଶିକ୍ଷା ମନ୍ତ୍ରୀ । ଧର୍ମେନ୍ଦ୍ର ଫେସବୁକରେ କିଛି ଭିଡିଓ ବିଷୟରେ ଉଲ୍ଲେଖ କରିଛନ୍ତି । ଭିଡିଓ କଥା ଜାଣିବା ପରେ କେହି ହତ୍ୟା କରି ଟାଙ୍ଗିଥାଇପାରେ । ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ।
ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପୋଷ୍ଟ, ଲେଖିଲେ”ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି”