29.1 C
Bhubaneswar
Friday, October 18, 2024
Homeଓଡିଶାନୂଆଖାଇ ପାଇଁ ୨ ଦିନ ଛୁଟି

ନୂଆଖାଇ ପାଇଁ ୨ ଦିନ ଛୁଟି

ଭୁବନେଶ୍ୱର : ନୂଆଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ପେଶାଲ ଛୁଟି ଘୋଷଣା । ଶୁକ୍ରବାର ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ଛୁଟି ଘୋଷଣା । ଛୁଟି ଘୋଷଣା କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ ହେବ ବୋଲି କୁହାଯାଇଛି ।
ପଶ୍ଚମ ଓଡିଶାରେ ନୂଆଁଖାଇକୁ ଏକ ଗଣପର୍ବ ଭାବେ ପାଳନ କରାଯାଏ । ଏଥିରେ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇପଡିଥାଏ । ଏହାକୁ ନଜରରେ ରଖି ଏହି ଦୁଇଦିନକୁ ଛୁଟି ଘୋଷଣା କରିବାକୁ ଅନେକ ଦିନରୁ ଦାବି ହେଉଥିଲା । ଏନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଏସବୁକୁ ପ୍ରାଧାନ୍ୟ ଦେଇ ଆଜି ରାଜ୍ୟ ସରକାର ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking