ବଲାଙ୍ଗୀର : ପ୍ରଧାନ ଶିକ୍ଷକଙ୍କ ନାଁରେ ୪ ଛାତ୍ରୀଙ୍କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ । ଦେଓଗାଁ ବ୍ଲକର ଏକ ଉନ୍ନୀତ ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଅଭିଯୋଗ । ଷଷ୍ଠ ଶ୍ରେଣୀର ୪ ଛାତ୍ରୀ ଅଭିଯୋଗ ଆଣିବା ପରେ ଉତ୍ତେଜନା । ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଘେରାଉ କଲେ ଅଭିଭାବକ । ଘଟଣା ସ୍ଥଳରେ ପାଟିତୁଣ୍ଡ ।