ବାରିପଦା: ବିରଳ ପ୍ରଜାତିର ମହାବଳ ବାଘ ଠାବ । ଶିମିଳିପାଳରେ ଦେଖିବାକୁ ମିଳିଛି କଳା ବିରଳ ପ୍ରଜାତିର ବାଘ। ମହାବଳ ବାଘଟି ଏକ ଗଛକୁ ରାମ୍ପୁଡି ଥିବାର ଭିଡିଓ ସାମ୍ନାକୁ ଆସିଛି। IFS ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ବିରଳ କଳା ମହାବାଳ ବାଘ ପାଇଁ ଶିମିଳିପାଳ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।
Tigers are symbol of sustainability of India’s forests…
Sharing an interesting clip of a rare melanistic tiger marking its territory on international Tigers day.
From a Tiger Reserve poised for recovery of an isolated source population with a very unique gene pool. Kudos🙏🙏 pic.twitter.com/FiCIuO8Qj4— Susanta Nanda IFS (@susantananda3) July 29, 2022