19.1 C
Bhubaneswar
Saturday, November 16, 2024
Homeଓଡିଶାବେଆଇନ କ୍ଲିନିକରେ ପୁଲିସର ଚଢାଉ

ବେଆଇନ କ୍ଲିନିକରେ ପୁଲିସର ଚଢାଉ

ବ୍ରହ୍ମପୁର : ବେଆଇନ ଭୃଣ ନିରୂପଣ ଅଭିଯୋଗ ରେ ବ୍ରହ୍ମପୁର ରେ ଚଢାଉ । ଏହି ଘଟଣା ରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ସହରର ୪ ଟି ନର୍ସିଂ ହୋମ ଓ ଗୋଟିଏ ଡାଇଗ୍ନୋଷ୍ଟିକ ସେଣ୍ଟର ରେ ଚଢାଉ ।ଜଣେ ଆଶାକର୍ମୀ ଓ ଜଣେ ଘରୋଇ ନର୍ସିିଂ ହୋମ ମାଲିକାଣୀ ମଧ୍ୟ ଗିରଫ । ଚଢାଉ କରି ଗିରଫ କଲା ବୈଦ୍ୟନାଥ ପୁର ଥାନା ପୁଲିସ । ବ୍ୟବହୃତ ମେସିନ ଜବତ କରିବା ସହ ପୋଲିସ ର ତଦନ୍ତ ଜାରି । ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର, ସ୍ବାସ୍ଥ୍ୟ ବିଭାଗ ଟିମ ସହ ପୋଲିସର ମିଳିତ ଚଢ଼ାଉ । ଲାଇସେନ୍ସର ଅବଧି ସରିଯାଇଥିବା ସତ୍ତ୍ବେ ବିନା ଲାଇସେନ୍ସରେ କ୍ଲିନିକ ଚାଲିଥିଲା । ଏହି ଦୁଇ କ୍ଲିନକରେ ବେଆଇନ ଭୃଣ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।ଏହା ସହ ୧୮ହଜାର ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking