25.1 C
Bhubaneswar
Tuesday, November 26, 2024
Homeଓଡିଶା୧୦ ତାରିଖରେ ଉପକୂଳ ଛୁଇଁବ ବାତ୍ୟା !

୧୦ ତାରିଖରେ ଉପକୂଳ ଛୁଇଁବ ବାତ୍ୟା !

ଭୁବନେଶ୍ୱର :୧୦ ତାରିଖରେ ଉପକୂଳ ଛୁଇଁବ ବାତ୍ୟା ! ୮ ତାରିଖ ସନ୍ଧ୍ୟା ରେ ଆଣ୍ଡାମାନ ସାଗରରେ ବାତ୍ୟା । ୮ ରେ ବାତ୍ୟା ରେ ରୂପାନ୍ତରିତ ହୋଇ ୧୦ ସୁଦ୍ଧା ଉପକୂଳ ଛୁଇଁପାରେ । ବାତ୍ୟା ସମ୍ପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ଟ୍ୱିଟ ।ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking