30.1 C
Bhubaneswar
Monday, October 21, 2024
Homeଓଡିଶାଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ଆଇଟିବିପି ଏଏସ୍‌ଆଇ ସହିଦ

ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ଆଇଟିବିପି ଏଏସ୍‌ଆଇ ସହିଦ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଇଆଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍‌ଆଇ ସହିଦ ହୋଇଛନ୍ତି । ରାସ୍ତାକାମକୁ ସୁରକ୍ଷା ଦେବା କାମକୁ ସୁରକ୍ଷା ଦେବା କାର୍ଯ୍ୟରେ ଆଇଟିବିପି ଯବାନମାନେ ନିୟୋଜିତ ଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ସହିଦ ଏଏସ୍‌ଆଇ ଆଇଟିବିପି ୫୩ ନଂ ବାଟାଲିୟନ୍‌ର ବୋଲି ଜଣାପଡ଼ିଛି । ସେହିପରି ଏଥିରେ ଆଇଟିବିପିର ଆଉଜଣେ ଯବାନ ତଥା କନ୍‌ଷ୍ଟେବଲ୍ ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାର୍ ଲିଫ୍ଟ କରାଯାଇ ଗୁରୁତର ଅବସ୍ଥାରେ ରାୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking