19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଏଣିକି ରାସନ କାର୍ଡ ନଥିଲେ ବି ମାଗଣା ପାଇପାରିବେ ଚାଉଳ, ଜାଣନ୍ତୁ କିପରି....

ଏଣିକି ରାସନ କାର୍ଡ ନଥିଲେ ବି ମାଗଣା ପାଇପାରିବେ ଚାଉଳ, ଜାଣନ୍ତୁ କିପରି….

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହା ଅଧିନରେ ଦିଲ୍ଲୀ-ଏନସିଆରରେ ବି ‘ୱାନ୍ ରାସନ୍ ୱାନ୍ କାର୍ଡ ଯୋଜନା’ ଲାଗୁ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ ବି ମାଗଣା ରାସନ ମିଳିବା ଆରମ୍ଭ ହୋଇଛି । ଏହା ବ୍ୟତୀତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ପୂର୍ବରୁ ରାସନ କାର୍ଡ ନଥିଲେ ମଧ୍ୟ ମାଗଣା ରାସନ ଦିଆଯାଉଛି । ତେବେ ଆସନ୍ତୁୂ ଜାଣିବା ମାଗଣା ଚାଉଳ ମିଳିବାର ସମ୍ପୂର୍ଣ୍ଣ ପ୍ରୋସେସ୍….

ଦେଶରେ ନୂଆ ରାସନ କାର୍ଡ ସହିତ ପୁରୁଣା ରାସନ କାର୍ଡରେ ନାଁ ଯୋଡିବା ଓ ଡିଲେଟ କରିବା କାମ ଚାଲିଛି । କିନ୍ତୁ ଏଥିପାଇଁ ଆପଣଙ୍କ ରାସନ କାର୍ଡ ଆଧାର ବା ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ହୋଇଥିବା ଆବଶ୍ୟକ । ଦିଲ୍ଲୀ ସରକାରଙ୍କ ଦ୍ୱାରା ‘ୱାନ ନେସନ ୱାନ କାର୍ଡ’ ଯୋଜନା ଅଧିନରେ ଖାଦ୍ୟଶସ୍ୟ ବିତରଣ ଏବେ ସମସ୍ତ ଇ-ପିଓଏସ ମାଧ୍ୟମରେ ଲାଗୁ କରାଯାଉଛି । ଏବେ ଏହା ଅଧିନରେ ହିତାଧିକାରୀଙ୍କୁ ବିନା କାର୍ଡରେ ବି ମଧ୍ୟ ମାଗଣା ରାସନ ପାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ କାର୍ଡକୁ ଆଧାର କିମ୍ବା ବ୍ୟାଙ୍କ ସହିତ ଲିଙ୍କ କରିବା ବାଧ୍ୟତାମୂଳକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking